‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର, ସମସ୍ତେ ଏହାକୁ ଦେଖିବା ଉଚିତ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ … Continue reading ‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର, ସମସ୍ତେ ଏହାକୁ ଦେଖିବା ଉଚିତ୍ : ପ୍ରଧାନମନ୍ତ୍ରୀ